इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରହରୀଦୂର୍ଗ ସଂଖ୍ୟା ୨ ୨୦୨୧ | ଶୀଘ୍ର ପୃଥିବୀ ହେବ ନୂଆ

ଆଜି ଦୁନିଆରେ ଯାହା ସବୁ ହେଉଛି, ତାହା ଦେଖି କʼଣ ଆପଣଙ୍କୁ ଲାଗେ ଯେ ପୃଥିବୀ ବିନାଶ ହୋଇଯିବ ? ଯଦି ହଁ, ତାʼପରେ କʼଣ ହେବ ? ଯଦି ଆମେ ପୃଥିବୀର ବିନାଶରୁ ରକ୍ଷା ପାଇବାକୁ ଚାହୁଁ, ତେବେ ଆମକୁ କʼଣ କରିବାକୁ ହେବ ? ଈଶ୍ୱର ପବିତ୍ର ଶାସ୍ତ୍ର ବାଇବଲରେ କହିଛନ୍ତି ଯେ ଆଗକୁ କʼଣ ହେବ । ଏହି ପତ୍ରିକାରେ ଆମେ ଶାସ୍ତ୍ରରୁ ଏହି ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା

 

ଆବଶ୍ୟକ ରହିଛି ନୂଆ ଦୁନିଆର

ଆଜି ଦୁନିଆର ପରିସ୍ଥିତି ବହୁତ ଖରାପ ଅଛି । ଆମେ ସମସ୍ତେ ଚାହୁଁ ଯେ ଦୁନିଆର ପରିସ୍ଥିତି ଠିକ୍‌ ହୋଇଯାଉ ।

କʼଣ ପୃଥିବୀ ବିନାଶ ହୋଇଯିବ ?

ଈଶ୍ୱର ପବିତ୍ର ଶାସ୍ତ୍ରରେ ଲେଖାଇଛନ୍ତି ଯେ ପୃଥିବୀ ବିନାଶ ହୋଇଯିବ । କିନ୍ତୁ ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି ଯେ ପୃଥିବୀରେ ସର୍ବଦା ଲୋକମାନେ ରହିବେ ।

ପୃଥିବୀର ବିନାଶ କେବେ ହେବ ?

ଯୀଶୁ କହିଥିଲେ ଯେ ବିନାଶ ପୂର୍ବରୁ କʼଣ କʼଣ ଘଟଣା ଘଟିବ । ଆପଣ କʼଣ ଭାବନ୍ତି, କʼଣ ଆଜି ଏସବୁ ହେଉଛି ?

ନୂଆ ଦୁନିଆରେ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ଆସିବାକୁ ଯାଉଥିବା ବିନାଶରୁ ରକ୍ଷା ପାଇବା ପାଇଁ ଈଶ୍ୱରଙ୍କୁ ଜାଣିବା ଏବଂ ତାଙ୍କ ସହ ସମ୍ପର୍କ ମଜବୁତ୍‌ କରିବା କାହିଁକି ଜରୁରୀ ?

ଖୁବ୍‌ ଶୀଘ୍ର ପୃଥିବୀ ନୂଆ ହୋଇଯିବ !

ଯେତେବେଳେ ଈଶ୍ୱର ନିଜ ପ୍ରତିଜ୍ଞା ପୂରା କରିବେ, ସେତେବେଳେ ପୃଥିବୀର ପରିସ୍ଥିତି କିପରି ହେବ ?

କʼଣ ପୃଥିବୀର ବିନାଶ ପାଖେଇ ଆସିଛି ?

ପବିତ୍ର ଶାସ୍ତ୍ରରୁ ଏହି ପ୍ରଶ୍ନର ଉତ୍ତର ପାଇ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।