इस जानकारी को छोड़ दें

ବିଜ୍ଞାନ ଓ ପବିତ୍ର ଶାସ୍ତ୍ର

କʼଣ ବିଜ୍ଞାନ ଓ ବାଇବଲ ପରସ୍ପର ସହ ମେଳ ଖାଏ ? ବାଇବଲରେ ବିଜ୍ଞାନ ସହ ଜଡ଼ିତ ଯେଉଁ କଥାଗୁଡ଼ିକ ଲେଖାଅଛି, କʼଣ ସେଗୁଡ଼ିକ ସଠିକ୍‌ ? ଜାଣନ୍ତୁ ଯେ ଏବିଷୟରେ ସୃଷ୍ଟିରୁ କʼଣ ଜଣାପଡ଼େ ଏବଂ ବୈଜ୍ଞାନିକମାନେ କʼଣ କହନ୍ତି ।