इस जानकारी को छोड़ दें

ସଂକ୍ଷେପରେ ବିଶ୍ୱବ୍ୟାପୀ ସାଂଖିୟକ ତଥ୍ୟ

  • ୨୩୯—ଯିହୋବାଙ୍କ ସାକ୍ଷୀମାନେ ସେବା କରୁଥିବା ଦେଶ

  • ୮୨,୦୧,୫୪୫—ଯିହୋବାଙ୍କ ସାକ୍ଷୀ

  • ୯୪,୯୯,୯୩୩—ବିନାମୂଲ୍ୟରେ କରାଯାଉଥିବା ବାଇବଲ ଅଧ୍ୟୟନ

  • ୧,୯୯,୫୦,୦୧୯—ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବାର୍ଷିକ ସମାରୋହରେ ଉପସ୍ଥିତି

  • ୧,୧୫,୪୧୬—ମଣ୍ଡଳୀ

ସାରା ପୃଥିବୀର ଯିହୋବାଙ୍କ ସାକ୍ଷୀମାନେ

ଆମେ ସାରା ପୃଥିବୀରେ ରହୁ ଏବଂ ବିଭିନ୍ନ ଜାତି, ଗୋଷ୍ଠୀ ଓ ସଂସ୍କୃତିରୁ ଆସିଛୁ। ହୁଏତ ଆପଣ ଆମ ପ୍ରଚାର କାମ ଯୋଗୁଁ ଆମ ବିଷୟରେ ଜାଣିଥାଇପାରନ୍ତି, କିନ୍ତୁ ଆମେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାୟରେ ମଧ୍ୟ ଆମ ସମାଜକୁ ସାହାଯ୍ୟ କରିଥାଉ।

ଏହା ମଧ୍ୟ ଦେଖନ୍ତୁ

ବହି ଓ ପୁସ୍ତିକା

୨୦୨୩ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟ

ଜାଣନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱବ୍ୟାପୀ ହେଉଥିବା ପ୍ରଚାର କାମରେ ସେପ୍ଟେର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ କେତେ ସଫଳତା ପାଇଛନ୍ତି ।