इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଶେଷରେ ହେବ ଶାନ୍ତି ! (୨୦୨୨ ଅଧିବେଶନର ଗୀତ)

ଶେଷରେ ହେବ ଶାନ୍ତି ! (୨୦୨୨ ଅଧିବେଶନର ଗୀତ)
  1. ୧. ଦୁଃଖର ସାଗରେ

    ଅଛୁ ଶାନ୍ତିରେ,

    ଯିହୋବାଙ୍କ ନିଜ ଲୋକେ ।

    ଅଛି ବିଶ୍ୱାସ,

    ହେବ ପୂରା ଆଶା

    ଜାଣୁ ଯେ ଦୁଃଖ ନ ଥିବ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ

    ଶାନ୍ତିରେ ।

  2. ୨. ନୂତନ ପୃଥିବୀ,

    ହେବ ଦିନେ

    ଥିବ ଶାନ୍ତି ଓ ଆନନ୍ଦ ।

    ରହିବା ଆମେ

    ହୋଇ ଏକତାରେ—

    ଈଶ୍ୱରଙ୍କ ଶାସନରେ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ

    ଶାନ୍ତିରେ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ

    ଶାନ୍ତିରେ,

    ଶାନ୍ତିରେ !